ଟୁଇନ୍‌ ସିଟି ପାଇଁ ଦୁର୍ବିପାକ ନିରୋଧୀ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା

ଡିସେମ୍ବର ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ, ଖର୍ଚ୍ଚ ହେବ ୧୬୦୦ କୋଟି ଭୁବନେଶ୍ୱର : ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ପରେ ଭୁବନେଶ୍ବର-କଟକ‌ ଦ୍ବୈତନଗରୀ ବାସିନ୍ଦାଙ୍କୁ ଆଉ ଦିନ ଦିନ ଧରି ବିଦ୍ୟୁତ୍‌ ନଥିବା ନେଇ ହଇରାଣ ହେବାକୁ ପଡ଼ିବନି। ଏହି ଦୁଇ ସହର ପାଇଁ ଖୁବ୍‌ଶୀଘ୍ର ୧୬୦୦ କୋଟି ଟଙ୍କା ବ୍ୟୟରେ ଦୁର୍ବିପାକ ନିରୋଧୀ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା କରାଯିବ। ଆଜି ଲୋକସେବା … Continue reading ଟୁଇନ୍‌ ସିଟି ପାଇଁ ଦୁର୍ବିପାକ ନିରୋଧୀ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା